Millions of books in English, Spanish and other languages. Free UK delivery 

menu

0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional
portada Bodhichhaya (ବୋଧିଛାୟା) (in Oriya)
Type
Physical Book
Language
Oriya
Pages
128
Format
Paperback
Dimensions
21.6 x 14.0 x 0.8 cm
Weight
0.17 kg.
ISBN13
9781645603948

Bodhichhaya (ବୋଧିଛାୟା) (in Oriya)

Sanghamitra Bhanja (Author) · Black Eagle Books · Paperback

Bodhichhaya (ବୋଧିଛାୟା) (in Oriya) - Bhanja, Sanghamitra

New Book

£ 17.09

  • Condition: New
Origin: U.S.A. (Import costs included in the price)
It will be shipped from our warehouse between Wednesday, August 14 and Wednesday, August 21.
You will receive it anywhere in United Kingdom between 1 and 3 business days after shipment.

Synopsis "Bodhichhaya (ବୋଧିଛାୟା) (in Oriya)"

ସଂଘମିତ୍ରା ଭଞ୍ଜଙ୍କ 'ବୋଧିଛାୟା'ର ଗୋପା ଇତିହାସ କିମ୍ବଦନ୍ତୀର ରାଜପ୍ରାସାଦରୁ ଓହ୍ଲାଇ ଆସି ଜନପଥର ପ୍ରତିକୂଳ ସ୍ଥିତି ସହ ଅହରହ ସଂଘର୍ଷ କରୁଥିବା ସାଧାରଣ ପୁଣି ଅସାଧାରଣ ନାରୀ । ତାଙ୍କ ଭିତରେ ପତ୍ନୀର ଆକୁଳତା, ମାତାର ଆବେଗ ସାଙ୍ଗକୁ ସ୍ୱାଭିମାନ ପାଇଁ ଲଢୁଥିବା ନାରୀର ଅନ୍ତର୍ବେଦନା ମର୍ମସ୍ପର୍ଶୀ ଭାବରେ ଫୁଟିଉଠିଛି 'ବୋଧିଛାୟା'ରେ । ନାରୀଟିଏ ତା'ର ବ୍ୟକ୍ତିଗତ ଜୀବନର ଅନେକ ଅନୁଭବକୁ ସଂଗୁପ୍ତ ରଖି ଜଗତ ଆଗରେ ସ୍ୱାଭାବିକତାର ଜୀବନ ଜିଉଁଥାଏ । ଭୋଗ ପ୍ରାଚୁର୍ଯ୍ୟ ଭିତରେ ଥାଇ ସୁଦ୍ଧା ରାଜକନ୍ୟା କିମ୍ବା ରାଜରାଣୀ ସମ୍ମାନର ସ୍ୱୀକୃତି ଟିକକ ପାଇଁ ଭିତରେ ଭିତରେ ଭିକ୍ଷୁଣୀ ପରି ଅଥୟ ହେଉଥାଏ । ପୂର୍ଣ୍ଣ ଭାବରେ ଏହି ଚିତ୍ରଟିକୁ ଆଙ୍କିବା ଆଦୌ ସହଜ ନୁହେଁ, ଯାହା ଲେଖିକା ଆଙ୍କି ପାରିଛନ୍ତି । ଗୋପା ଚରିତ୍ର ମାଧ୍ୟମରେ କବୀ ପୁଣି କେବଳ ଭାରତୀୟ ନାରୀର ସଂସ୍କାର, ସାଧନା କି ସଂକଳ୍ପ ନୁହେଁ ବରଂ ବିଶ୍ୱନାରୀର ଧୈର୍ଯ୍ୟ, ଉଦାରତା ଓ ସହନଶୀଳତାର କଥା ମଧ୍ୟ ସୁନ୍ଦର ଭାବରେ କହିଛନ୍ତି । 'ବୋଧିଛାୟା'ର ପଦ ଓ ଶବ୍ଦର ଫାଙ୍କ ଦେଇ ଯଶୋଧାରାଙ୍କ ସହ ଭାରତୀୟ ପୁରାଣର ମୀରା, ଶ୍ରୀରାଧା ଏପରିକି ସମକାଳୀନ ନାରୀଟିଏର ଚେହେରାକୁ ମଧ୍ୟ ଦେଖିହୁଏ । ଦୀର୍ଘ କବିତାର ପରମ୍ପରାରେ କବୀଙ୍କ 'ବୋଧିଛାୟା' ଏକ ଭାବସ୍ନିଗ୍ଧ-କମନୀୟ ଉପସ୍ଥାପନା ।

Customers reviews

More customer reviews
  • 0% (0)
  • 0% (0)
  • 0% (0)
  • 0% (0)
  • 0% (0)

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews